ଦଲାଲଙ୍କ ଜାଲରେ ଫସୁଛନ୍ତି ଭଡ଼ାଟିଆ

ଆପଣ ରାଜଧାନୀର କିଛି ପୋସ୍ ଏରିଆରେ ଫ୍ଳାଟ୍ ଖୋଜୁଛନ୍ତି କି ? ଦେଖନ୍ତୁ ପୂରା ରିପୋର୍ଟ...

Manoj Swain
  • Published: Tuesday, 23 July 2024
  • Updated: 23 July 2024, 05:57 PM IST

Sports

Latest News

ଆପଣ ଭୁବନେଶ୍ବରର କିଛି ପୋସ୍ ଏରିଆରେ ଫ୍ଳାଟ୍ ଖୋଜୁଛନ୍ତି କି ? ତେବେ ଆପଣ ସେହି ଆପାର୍ଟମେଣ୍ଟ ପାଖକୁ ଗଲେ ସିକ୍ୟୁରିଟି କିଛି ବ୍ରୋକରଙ୍କ ନମ୍ବର ଦେଇଦେବେ। ଆପଣ ତାଙ୍କ ନାଁ ଜାଣିବା ମୁସ୍କିଲ। ତା’ ପରେ ଫୋନରେ ବ୍ରୋକର କହିବେ ଏମିତି। 2 BHK Flat ପାଇଁ ମାସିକ ଭଡ଼ା 27 ହଜାର ଟଙ୍କା। ଦେଖନ୍ତୁ ପୂରା ରିପୋର୍ଟ...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos