ଅଦ୍ୟତନ ହୋଇଛି
ବ୍ରୋକରଙ୍କ ଜାଲରେ ଭଡ଼ାଟିଆ | Odisha Reporter
Advertisment
ଆପଣ ଭୁବନେଶ୍ବରର କିଛି ପୋସ୍ ଏରିଆରେ ଫ୍ଳାଟ୍ ଖୋଜୁଛନ୍ତି କି ? ତେବେ ଆପଣ ସେହି ଆପାର୍ଟମେଣ୍ଟ ପାଖକୁ ଗଲେ ସିକ୍ୟୁରିଟି କିଛି ବ୍ରୋକରଙ୍କ ନମ୍ବର ଦେଇଦେବେ। ଆପଣ ତାଙ୍କ ନାଁ ଜାଣିବା ମୁସ୍କିଲ। ତା’ ପରେ ଫୋନରେ ବ୍ରୋକର କହିବେ ଏମିତି। 2 BHK Flat ପାଇଁ ମାସିକ ଭଡ଼ା 27 ହଜାର ଟଙ୍କା। ଦେଖନ୍ତୁ ପୂରା ରିପୋର୍ଟ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us