Advertisment

ଡାକ୍ତରଙ୍କୁ ବାଡ଼େଇବ ତ କେସ୍ ଖାଇବ !

ଡାକ୍ତରଖାନା ପରିସରରେ କୌଣସି ସ୍ବାସ୍ଥ୍ୟକର୍ମୀଙ୍କୁ ଯଦି ଆକ୍ରମଣ ହୁଏ ବା କୌଣସି ପ୍ରକାର ଗଣ୍ଡଗୋଳ କିମ୍ବା ନିର୍ଯାତନା ଦିଆଯାଏ, ତା ହେଲେ ସାଙ୍ଗେ ସାଙ୍ଗେ ଥାନାକୁ ଯାଇ ଏତଲା ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଡାକ୍ତରଖାନାରେ ଡାକ୍ତର ହୁଅନ୍ତୁ ବା କୋଣସି ସ୍ବାସ୍ଥ୍ୟ କର୍ମଚାରୀ। ତାଙ୍କୁ ଆକ୍ରମଣ କଲେ ଆଉ ସହିବେ ନାହିଁ କର୍ତ୍ତୃପକ୍ଷ। ଘଟଣାର 6 ଘଣ୍ଟା ଭିତରେ ପୁଲିସ ଥାନାରେ ଏତଲା ଦେବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରର ସମସ୍ତ ସରକାରୀ ମେଡିକାଲକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ପରିସରରେ କୌଣସି ସ୍ବାସ୍ଥ୍ୟକର୍ମୀଙ୍କୁ ଯଦି ଆକ୍ରମଣ ହୁଏ ବା କୌଣସି ପ୍ରକାର ଗଣ୍ଡଗୋଳ କିମ୍ବା ନିର୍ଯାତନା ଦିଆଯାଏ, ତା ହେଲେ ସାଙ୍ଗେ ସାଙ୍ଗେ ଥାନାକୁ ଯାଇ ଏତଲା ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Doctor Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe