ହାଉସିଂବୋର୍ଡ ଓ ବିଡିଏ ଲିଜ୍ ଜମିର କିସମ ପରିବର୍ତ୍ତେନ ଦେୟ କମିଲା

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ହାଉସିଂ ବୋର୍ଡ) ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ୍ ସୂତ୍ରରେ ନେଇଥିବା ଜମିର ସ୍ୱତ୍ୱକୁ ଏଣିକି ସ୍ଥିତିବାନକୁ ପରିବର୍ତ୍ତନ ନିମନ୍ତେ ଦେୟ କମ୍ ପଡ଼ିବ।

BDA

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ

Ordigital Desk
  • Published: Monday, 22 January 2024
  • Updated: 22 January 2024, 09:05 PM IST

Sports

Latest News

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ହାଉସିଂ ବୋର୍ଡ) ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ୍ ସୂତ୍ରରେ ନେଇଥିବା ଜମିର ସ୍ୱତ୍ୱକୁ ଏଣିକି ସ୍ଥିତିବାନକୁ ପରିବର୍ତ୍ତନ ନିମନ୍ତେ ଦେୟ କମ୍ ପଡ଼ିବ । ସ୍ୱତ୍ୱ ପରିବର୍ତ୍ତନ ନିମନ୍ତେ ଲିଜ୍ ଜମିର ବଜାର ମୂଲ୍ୟର ୧୦% ବଦଳରେ ସେହି ଜମି ନିକଟରେ ଥିବା ସ୍ଥିତିବାନ ଜମିର ବେଂଚମାର୍କ ଭାଲ୍ୟୁର ୩% ଦେୟ ଦେବାକୁ ପଡ଼ିବ । ଓଡ଼ିଶା ଷ୍ଟାମ୍ପ ରୁଲସ-୧୯୫୨ରେ ଧାର୍ଯ୍ୟ ବେଂଚମାର୍କ ଭାଲ୍ୟୁର ମାତ୍ର ୩% ଦେଇ ଜଣେ ବ୍ୟକ୍ତି ନିଜର ଲିଜ୍ ଜମିକୁ ସ୍ଥିତିବାନ ଜମିରେ ପରିବର୍ତ୍ତନ କରିପାରିବେ । ପୂର୍ବ ତୁଳନାରେ ଲିଜଧାରୀଙ୍କୁ କମ୍ ଦେୟ ଦେବାକୁ ପଡ଼ିବ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଆଗତ କରାଯାଇଥିବା ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୧୯୮୩ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ପ୍ରାପ୍ତ ହୋଇଥିବା ଜମିକୁ ସ୍ଥିତିବାନ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ ଦେୟଠାରୁ କମ୍ ଦେୟ ଦେବା ପାଇଁ ପଡ଼ିବ ।

Also Read

ସେହିପରି ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ୭୮୨ଜଣ ଅବସରପ୍ରାପ୍ତ ଭିଏଲଡବ୍ଲ୍ୟୁମାନଙ୍କୁ ସର୍ବନିମ୍ନ ପେନସନ ମଞ୍ଜୁର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିବା ସହ ବକେୟା ସର୍ବନିମ୍ନ ପେନସନ ମଞ୍ଜୁରୀ ପାଇଁ ୯୦କୋଟି ଟଙ୍କା ଓ ପରବର୍ତ୍ତୀ ସର୍ବନିମ୍ନ ମଞ୍ଜୁରୀ ପାଇଁ ବାର୍ଷିକ ୧୧.୩୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଅଟକଳକୁ ଅନୁମୋଦନ କରିଛନ୍ତି । ତେବେ ଏହି ଅବସରପ୍ରାପ୍ତ ୭୮୨ଜଣ ଭିଏଲଡବ୍ଲ୍ୟୁମାନଙ୍କ ସ୍ୱତନ୍ତ୍ର ଭାବେ ପେନସନ ମଞ୍ଜୁର କରାଯାଇଛି ଓ ଭବିଷ୍ୟତରେ ଅନ୍ୟ ଭିଏଲଡବ୍ଲ୍ୟୁମାନଙ୍କ ପାଇଁ ଲାଗୁ କରାଯାଇ ପାରିବ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story