Advertisment

ଅଳ୍ପ ଦରମାରେ କେମିତି କରିବେ ସଞ୍ଚୟ ?

ସାମ୍ବାଦିକମାନେ କିଭଳି କମ୍‌‌ ଦରମାରେ ସଞ୍ଚୟ ବଢ଼ାଇପାରିବେ ସେ ନେଇ ଭୁବନେଶ୍ବରରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା ।

author-image
Manoj Swain

ଲୋକେ କିଭଳି ଆର୍ଥିକ ଯୋଜନା ଦ୍ବାରା ନିଜ ସଞ୍ଚୟ ବଢ଼ାଇବେ ସେ ନେଇ ସାମ୍ବାଦିକମାନେ ଅନ୍ୟମାନଙ୍କୁ ସେଚେତନ କରିଥାନ୍ତି। ମାତ୍ର ସାମ୍ବାଦିକମାନେ କିଭଳି କମ୍‌‌ ଦରମାରେ ସଞ୍ଚୟ ବଢ଼ାଇପାରିବେ ସେ ନେଇ ଭୁବନେଶ୍ବରରେ ଏକ କର୍ମଶାଳାର ଆୟୋଜନ କରିଥିଲେ `ଓ୍ବାଲେଟଫରଓ୍ବେଲଥ’ର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା। ମ୍ୟୁଚୁଆଲ ଫଣ୍ଡରେ ମାସିକ 500 କିମ୍ବା ହଜାରେ ଟଙ୍କା ନିବେଶ କରି କିଭଳି ଜଣେ କମ ସମୟରେ ଅଧିକ ସମ୍ପତ୍ତିର ମାଲିକ ହୋଇପାରିବ ସେକଥା ବୁଝାଇଥିଲେ…

Advertisment
Bhubaneswar Odisha Journalist