ଲୋକେ କିଭଳି ଆର୍ଥିକ ଯୋଜନା ଦ୍ବାରା ନିଜ ସଞ୍ଚୟ ବଢ଼ାଇବେ ସେ ନେଇ ସାମ୍ବାଦିକମାନେ ଅନ୍ୟମାନଙ୍କୁ ସେଚେତନ କରିଥାନ୍ତି। ମାତ୍ର ସାମ୍ବାଦିକମାନେ କିଭଳି କମ୍ ଦରମାରେ ସଞ୍ଚୟ ବଢ଼ାଇପାରିବେ ସେ ନେଇ ଭୁବନେଶ୍ବରରେ ଏକ କର୍ମଶାଳାର ଆୟୋଜନ କରିଥିଲେ `ଓ୍ବାଲେଟଫରଓ୍ବେଲଥ’ର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା। ମ୍ୟୁଚୁଆଲ ଫଣ୍ଡରେ ମାସିକ 500 କିମ୍ବା ହଜାରେ ଟଙ୍କା ନିବେଶ କରି କିଭଳି ଜଣେ କମ ସମୟରେ ଅଧିକ ସମ୍ପତ୍ତିର ମାଲିକ ହୋଇପାରିବ ସେକଥା ବୁଝାଇଥିଲେ…