Advertisment

ସରକାରୀ କ୍ବାର୍ଟର୍ସ ମରାମତିରେ ଖର୍ଚ୍ଚ କେତେ ?

ବର୍ତ୍ତମାନର ରାଜ୍ୟ ମୁଖ୍ୟ ସୂଚନା କମିଶନର ଜଳଦ ତ୍ରିପାଠୀଙ୍କ ୟୁନିଟ-6 ସରକାରୀ କ୍ବାର୍ଟର୍ସ ମରାମତିରେ ଦୁଇ ବର୍ଷରେ ସର୍ବାଧିକ 37 ଲକ୍ଷ 04 ହଜାର 599 ଟଙ୍କା ଖର୍ଚ୍ଚ ହୋଇଛି।

Advertisment

ସରାକରୀ କ୍ବାର୍ଟର୍ସ ମରାମତିରେ ବେଳେ ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ଖବରର ଶିରୋନାମା ପାଲଟିଥାଏ। ତେବେ ଗତ ଦୁଇ ବର୍ଷରେ କେଉଁମାନଙ୍କ ସରକାରୀ କ୍ବାର୍ଟର୍ସ ମରାମତିରେ ସର୍ବାଧିକ ଖର୍ଚ୍ଚ ହୋଇଛି, ଆଉ କେଉଁମାନଙ୍କର ସର୍ବନିମ୍ନ ଖର୍ଚ୍ଚ ହୋଇଛି ସୋମବାର ବିଧାନସଭାରେ ପ୍ରଶ୍ନ କରିଥିଲେ କୋରାପୁଟର ବିଧାୟକ ପବିତ୍ର ସାଉନ୍ତା। ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଦେଖିଲେ, ବର୍ତ୍ତମାନର ରାଜ୍ୟ ମୁଖ୍ୟ ସୂଚନା କମିଶନର ଜଳଦ ତ୍ରିପାଠୀଙ୍କ ୟୁନିଟ-6 ସରକାରୀ କ୍ବାର୍ଟର୍ସ ମରାମତିରେ ଦୁଇ ବର୍ଷରେ ସର୍ବାଧିକ 37 ଲକ୍ଷ 04 ହଜାର 599 ଟଙ୍କା ଖର୍ଚ୍ଚ ହୋଇଛି।

Advertisment
Odisha Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe