Advertisment

ଓଡିଶା ବାହାରେ ଥିଲେ କେମିତି କରିବେ E-KYC ?

ଓଡିଶା ବାହାରେ ଥିଲେ ବି କରିପାରିବେ E-Kyc, କଟିବନି ରାସନ କାର୍ଡ।

author-image
Manoj Swain

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ସୂଚନା। କହିଲେ, E-Kyc ପାଇଁ ଯେଉଁଠି ଚାହିଁଲେ ବି କରିପାରିବେ। ଓଡିଶା ବାହାରେ ଥିଲେ ବି କରିପାରିବେ E-Kyc, କଟିବନି ରାସନ କାର୍ଡ।

Advertisment
Odisha Ration Card