Advertisment

ସଙ୍କଟରେ ଶହେ ବର୍ଷର ଆୟୁର୍ବେଦିକ ଫାର୍ମାସୀ !

ପରାଧିନ ଭାରତରେ ନିର୍ମାଣ ହୋଇଥିବା, ଆସିକାର ସର୍ବପୁରାତନ ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ। ଏଠାରୁ ସାରା ଓଡ଼ିଶାକୁ ଯାଏ ଆୟୁର୍ବୈଦିକ ଔଷଧ।

author-image
Manoj Swain
ଅଦ୍ୟତନ ହୋଇଛି

ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିବା ଏ ଭଗ୍ନ ଘର ଏବଂ ରୋଷେଇ ଶାଳ କୌଣସି ଅଜଣା ସ୍ଥାନ ନୁହେଁ । ଏ ହେଉଛି ପରାଧିନ ଭାରତରେ ନିର୍ମାଣ ହୋଇଥିବା, ଆସିକାର ସର୍ବପୁରାତନ ଉତ୍କଳ ଆୟୁବୈର୍ଦିକ ସମବାୟ ଫାର୍ମାସୀ। ଏଠାରୁ ସାରା ଓଡ଼ିଶାକୁ ଯାଏ ଆୟୁର୍ବୈଦିକ ଔଷଧ। ଯେଉଁ ଭଳି ରୋଗ ହେଲେ ମଧ୍ୟ ଏହି ସ୍ଥାନରେ ତାର ପ୍ରତିକାର ଔଷଧ ମହଜୁଦ ଥାଏ। ଲକ୍ଷ ଲକ୍ଷ ଔଷଧର ଭଣ୍ଡାର ହେଉଛି ଆୟୁବୈର୍ଦିକ ସମବାୟ ଫାର୍ମାସୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ganjam Odisha