ଉପର ପାଣି ତଳକୁ ଵହି ଚାଲିଛି, ଏ ହେଉଛି ଝାରସୁଗୁଡା ଜିଲ୍ଲାରେ ଥିବା ଚିରସ୍ରୋତା ଇବ ନଦୀର ଦୃଶ୍ୟ। କେଉଁଠି କମ ଚଉଡା ଅଛି ତ କେଉଁଠି ବେଶି। ବାଲି ଶଯ୍ୟା ବି ଦିଶୁଛି ନଦୀ ଗର୍ଭରେ। ଆଗ କାଳରେ ନଦୀରୁ ଟିକିଏ ଦୂରରେ ବସିତି ସ୍ଥାପନ କରି ରହୁଥିଲେ ଗାଁ ଲୋକେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମୋତେ ଭାରି ଖୁସି ଲାଗିଲା...
ହୁନ୍ଦାଡି ୱାଡ଼ାକା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ମହିଳା। ନିୟମଗିରିର ଘଞ୍ଚ ଜଙ୍ଗଲ ଭିତରେ ଥିବା କୁର୍ଲି ପଞ୍ଚାୟତ ଖୁଜୁରି ଗାଁରେ ତାଙ୍କ ଘର। ଡମ୍ୱରୁ ଓ ପିଲାଛୁଆଙ୍କୁ ନେଇ ତାଙ୍କ ପରିବାର।
Miscellaneous
ମୋଦି ସରକାର 3.0: ଶହେ ଦିନର ହିସାବ ଦେଲେ ଅଶ୍ୱିନୀ ବୈଷ୍ଣବ
ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ। କବଚ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଗାମୀ ୬ ବର୍ଷ ଭିତରେ ସାରା ଦେଶରେ କବଚ ଲଗାଯିବ। କବଚ ଲଗାଇବା ନେଇ ଜୋରଦାର ଭାବେ କାମ ଚାଲୁ ରହିଛି।
Miscellaneous
୨୫ ଲକ୍ଷ ୧୧ଜଣଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା
ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତି ।
Miscellaneous
ଗାଡ଼କଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ, ପରସାଗଲା କ୍ଷୀରି
ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଛନ୍ତି। ନିଜ ଜନ୍ମ ଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରେ କ୍ଷିରୀ ଖାଇଛନ୍ତି ମୋଦି।
Miscellaneous
ଫୁଲୁଛି ସୁବର୍ଣ୍ଣରେଖା; ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍
ସ୍ଲୁଇସ୍ ଗେଟ୍ ଭାଙ୍ଗିଯିବା ଯୋଗୁ ହଜାର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯାଇଛି।