Advertisment

ନଦୀର ଆଁକୁ ଦେଖି ଥରିଲାଣି ଗାଁ

ଝାରସୁଗୁଡା ଜିଲ୍ଲାରେ ଥିବା ଚିରସ୍ରୋତା ଇବ ନଦୀର ଦୃଶ୍ୟ । କେଉଁଠି କମ ଚଉଡା ଅଛି ତ କେଉଁଠି ବେଶି। ବାଲି ଶଯ୍ୟା ବି ଦିଶୁଛି ନଦୀ ଗର୍ଭରେ।

author-image
Manoj Swain

ଉପର ପାଣି ତଳକୁ ଵହି ଚାଲିଛି, ଏ ହେଉଛି ଝାରସୁଗୁଡା ଜିଲ୍ଲାରେ ଥିବା ଚିରସ୍ରୋତା ଇବ ନଦୀର ଦୃଶ୍ୟ। କେଉଁଠି କମ ଚଉଡା ଅଛି ତ କେଉଁଠି ବେଶି। ବାଲି ଶଯ୍ୟା ବି ଦିଶୁଛି ନଦୀ ଗର୍ଭରେ। ଆଗ କାଳରେ ନଦୀରୁ ଟିକିଏ ଦୂରରେ ବସିତି ସ୍ଥାପନ କରି ରହୁଥିଲେ ଗାଁ ଲୋକେ। 

Advertisment
Odisha Jharsuguda