ନଦୀର ଆଁ\'କୁ ଦେଖି ଥରିଲାଣି ଗାଁ | Odisha Reporter
Advertisment
ଉପର ପାଣି ତଳକୁ ଵହି ଚାଲିଛି, ଏ ହେଉଛି ଝାରସୁଗୁଡା ଜିଲ୍ଲାରେ ଥିବା ଚିରସ୍ରୋତା ଇବ ନଦୀର ଦୃଶ୍ୟ। କେଉଁଠି କମ ଚଉଡା ଅଛି ତ କେଉଁଠି ବେଶି। ବାଲି ଶଯ୍ୟା ବି ଦିଶୁଛି ନଦୀ ଗର୍ଭରେ। ଆଗ କାଳରେ ନଦୀରୁ ଟିକିଏ ଦୂରରେ ବସିତି ସ୍ଥାପନ କରି ରହୁଥିଲେ ଗାଁ ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us