Advertisment

ଭୁବନେଶ୍ବର ଏବେ ମିନି ବାଂଲାଦେଶ ?

ଭୁବନେଶ୍ବରର ଖାରବେଳନଗର ଓ ଭରତପୁରରେ ବଢ଼ୁଛନ୍ତି କି ଅନୁପ୍ରବେଶକାରୀ ?

author-image
Manoj Swain

ଭୁବନେଶ୍ବର ଏବେ ମିନି ବାଂଲାଦେଶ ? ଭୁବନେଶ୍ବରର ଖାରବେଳନଗର ଓ ଭରତପୁରରେ ବଢ଼ୁଛନ୍ତି କି ଅନୁପ୍ରବେଶକାରୀ ? ବାଂଲାଦେଶରେ ଅସ୍ଥିରତା ପରେ ମାଡ଼ି ଆସୁଛନ୍ତି କି ଭୁବନେଶ୍ବର ସହ ଓଡ଼ିଶା ? ବହୁ ବର୍ଷ ହେଲା ଖାରବେଳ ନଗରରେ ଅଛନ୍ତି ଶତାଧିକ ବାଂଲାଦେଶୀ । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Bhubaneswar Bangladesh