କାହା ହାତରେ ଶାସନ? | Odisha Reporter
Advertisment
ଧର୍ମଶାଳାର ତହସିଲଦାର ଓଏଏସ୍ ଅଫିସର ଶାଶ୍ବତ ଦାସ। ଜୁଲାଇ ୨୪ ତାରିଖରେ ତାଙ୍କର ଭୁବନେଶ୍ବର ମହାନଗର ନିଗମକୁ ଡେପୁଟି କମିଶନର ହୋଇ ବଦଳି ହେଲା। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ସତ୍ତ୍ବେ ଦୁଇ ମାସ ପରେ ବି ଧର୍ମଶାଳା ଛାଡ଼ିଲେ ନାହିଁ ଶାଶ୍ବତ ଦାସ। ଅନ୍ୟପଟରେ ସେପ୍ଟେମ୍ବର ୧୨ ତାରିଖରେ ରାଜସ୍ବ ବିଭାଗ ଅନ୍ୟ ଏକ ବଜ୍ଞପ୍ତି ଜାରି କଲେ। ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ଶୁଭଙ୍କର ମହାନ୍ତିଙ୍କୁ ଧର୍ମଶାଳା ତହସିଲଦାର ରୂପେ ବଦଳି କରାଗଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us