ଆଷାଢରେ ବୈଶାଖର ଖରା, ଗଜା ମରୁଡି ! | Odisha Reporter
ଅଭାବୀ ବର୍ଷା ଯୋଗୁଁ ଫସଲ ବଂଚାଇବା ପାଇଁ ଚାଷୀର ସଂଘର୍ଷ । ଏବେ ଦେଖନ୍ତୁ ଚାଷ ଜମିର ହାଲ । ଜମି ଭିତରେ ପିଇବା ପାଣିର ଟ୍ୟାଙ୍କର । ହେଲେ ପିଇବା ପାଇଁ ଆସିନାହିଁ ପାଣି । ପହ୍ଳା ବଂଚାଇବା ପାଇଁ ଟ୍ୟଙ୍କରରେ ଆସିଛି ପାଣି । ଟ୍ୟାଙ୍କର ଯୋଗେ ପାଣି ଦେଇ, ଗଜା ମରୁଡିରୁ ବଂଚିବା ପାଇଁ ଉଦ୍ୟମ କରୁଛି ଚାଷୀ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
