Advertisment

ଆଷାଢରେ ବୈଶାଖର ଖରା, ଗଜା ମରୁଡି !

ଟ୍ୟାଙ୍କର ଯୋଗେ ପାଣି ଦେଇ, ଗଜା ମରୁଡିରୁ ବଂଚିବା ପାଇଁ ଉଦ୍ୟମ କରୁଛି ଚାଷୀ ।

Advertisment

ଅଭାବୀ ବର୍ଷା ଯୋଗୁଁ ଫସଲ ବଂଚାଇବା ପାଇଁ ଚାଷୀର ସଂଘର୍ଷ । ଏବେ ଦେଖନ୍ତୁ ଚାଷ ଜମିର ହାଲ । ଜମି ଭିତରେ ପିଇବା ପାଣିର ଟ୍ୟାଙ୍କର । ହେଲେ ପିଇବା ପାଇଁ ଆସିନାହିଁ ପାଣି । ପହ୍ଳା ବଂଚାଇବା ପାଇଁ ଟ୍ୟଙ୍କରରେ ଆସିଛି ପାଣି । ଟ୍ୟାଙ୍କର ଯୋଗେ ପାଣି ଦେଇ, ଗଜା ମରୁଡିରୁ ବଂଚିବା ପାଇଁ ଉଦ୍ୟମ କରୁଛି ଚାଷୀ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Farmers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe