ବଣ ଜଙ୍ଗଲରୁ ଛୁଟି ଆସିଛି ସୁଗନ୍ଧ | Odisha Reporter
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବେଲପାଳ ଗ୍ରାମର ବାଲି ସୋରେନ। ଯାହାକୁ ନେଇ ଏବେ ଅଞ୍ଚଳରେ ଖୁବ୍ ଚର୍ଚ୍ଚା। ସ୍ବାବଲମ୍ବୀ ହେବ ତ ୟାଙ୍କ ପରି, ନିଜେ ଧୂପ କାଠି ତିଆରି କରିବା ସହ ବଜାରକୁ ବଜାର ଗାଡ଼ିରେ ବୁଲି ବିକ୍ରି କରନ୍ତି । ଏହି ଧୂପ କାଠି ବିଜନେସ କେବଳ ସେରେନଙ୍କୁ ସ୍ବାବଲମ୍ବୀ କରିନି ବରଂ ତାଙ୍କ ଦ୍ବାରା ଅନେକ ମହିଳା ନିଜ ପରିବାରକୁ ଦୁଇ ସମୟର ଖାଇବା ଯୋଗାଇ ପାରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
