ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବେଲପାଳ ଗ୍ରାମର ବାଲି ସୋରେନ। ଯାହାକୁ ନେଇ ଏବେ ଅଞ୍ଚଳରେ ଖୁବ୍ ଚର୍ଚ୍ଚା। ସ୍ବାବଲମ୍ବୀ ହେବ ତ ୟାଙ୍କ ପରି, ନିଜେ ଧୂପ କାଠି ତିଆରି କରିବା ସହ ବଜାରକୁ ବଜାର ଗାଡ଼ିରେ ବୁଲି ବିକ୍ରି କରନ୍ତି । ଏହି ଧୂପ କାଠି ବିଜନେସ କେବଳ ସେରେନଙ୍କୁ ସ୍ବାବଲମ୍ବୀ କରିନି ବରଂ ତାଙ୍କ ଦ୍ବାରା ଅନେକ ମହିଳା ନିଜ ପରିବାରକୁ ଦୁଇ ସମୟର ଖାଇବା ଯୋଗାଇ ପାରୁଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଅପରାହ୍ନ ୧ଟାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ମରାମତି ସମୟରେ ଡାକ୍ତରୀ ଟିମ୍, ଅଗ୍ନିଶମ କର୍ମଚାରୀ ଓ ଏଏସ୍ଆଇର ସ୍ୱତନ୍ତ୍ର ଟିମ୍ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବେ। ରତ୍ନଭଣ୍ଡାର ମରାମତି ସମୟରେ ଏଏସ୍ଆଇର କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କର ଆଇ କାର୍ଡ ଦିଆଯିବ।
Miscellaneous
ବାସହୀନଙ୍କୁ ଜମି: ଏଣିକି ବିକ୍ରି-ଖର୍ଦ୍ଦି ମନା, ବିଜ୍ଞପ୍ତି ଜାରି, ଆପତ୍ତି-ଅଭିଯୋଗ ଲୋଡ଼ିଲେ ସରକାର
ଏଭଳି କିଛି ନୂଆ ପ୍ରାବଧାନ ଆଣି ଓଡ଼ିଶା ସରକାରୀ ଭୂ-ବନ୍ଦୋବସ୍ତ ନିୟମାବଳୀ-୧୯୮୩ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏହି ଚିଠା ସଂଶୋଧନ ବିଜ୍ଞପ୍ତିକୁ ଗତକାଲି ଅର୍ଥାତ ଡିସେମ୍ବର ୧୨ତାରିଖରେ ଜାରି କରି ବିଭାଗ ସାଧାରଣ ଲୋକଙ୍କଠୁ ଆପତ୍ତି-ପରାମର୍ଶ ଳୋଡ଼ିଛି ।
Miscellaneous
ବିପୁଲ ରିଅଲ ଇଷ୍ଟେଟ୍ ସଂସ୍ଥାର ଏମ୍ଡିକୁ ନୋଟିସ୍
ବିପୁଲ ଲିମିଟେଡ୍ ନାମକ ରିଅଲ ଇଷ୍ଟେଟ୍ ସଂସ୍ଥାର MDଙ୍କୁ ଦିଆଯାଇଥିବା ଏହି ନୋଟିସରେ କୁହାଯାଇଛି, ୨୦୨୩ ମସିହାର ସାର୍ଟିଫିକେଟ୍ କେସ୍ ନମ୍ବର-୬ର ୮୭ ଲକ୍ଷ ୯୪ ହଜାର ୫୫୧ ଟଙ୍କା ଦାଖଲରେ ସଂସ୍ଥା ବିଫଳ ହୋଇଛି।
Miscellaneous
ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ପ୍ରବେଶ ପରଠୁ ଅମୂଲ ମୂଲ ଅବଢ଼ା
ଓମଫେଡ୍ ଘିଅରେ ପ୍ରସ୍ତୁତ ହେବା ପରଠୁ ମହାପ୍ରସାଦ, ପିଠା ଓ ଖଜା ଦରରେ ଆଉ ଯେମିତି ହାତ ମାରି ହେଉନି। କାରଣ ମହାସୁଆର ନିଯୋଗର କହିବା କଥା, ପୂର୍ବରୁ ଯେଉଁ ଘିଅରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା ତା’ର ଦାମ କିଲୋ ପିଛା ଦେଢଶହ ଟଙ୍କା ଥିଲା।
Miscellaneous
ବିବାଦ, ମାରପିଟ୍ ଓ ମାମଲା...! ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ
ହାଟ ବିବାଦ ସମାଧାନ ପାଇଁ ଉଭୟ ପକ୍ଷଙ୍କ ସହ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ମନ୍ଦିର ସେବାୟତଙ୍କୁ ନେଇ ଗତ ସପ୍ତାହରେ ବୈଠକ ବସିଥିଲା। ଆଜି ପୁଣି ଥରେ ବୈଠକ ବସିଥିଲା। ବୈଠକରେ ହାଟ ଉପରେ ଆଲୋଚନା ହୋଇଥିଲା।