Advertisment

ବଣ ଜଙ୍ଗଲରୁ ଛୁଟି ଆସିଛି ସୁଗନ୍ଧ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବେଲପାଳ ଗ୍ରାମର ବାଲି ସୋରେନ। ଯାହାଙ୍କୁ ନେଇ ଏବେ ସବୁଆଡ଼େ ଖୁବ୍ ଚର୍ଚ୍ଚା।

Advertisment

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବେଲପାଳ ଗ୍ରାମର ବାଲି ସୋରେନ। ଯାହାକୁ ନେଇ ଏବେ ଅଞ୍ଚଳରେ ଖୁବ୍ ଚର୍ଚ୍ଚା। ସ୍ବାବଲମ୍ବୀ ହେବ ତ ୟାଙ୍କ ପରି, ନିଜେ ଧୂପ କାଠି ତିଆରି କରିବା ସହ ବଜାରକୁ ବଜାର ଗାଡ଼ିରେ ବୁଲି ବିକ୍ରି କରନ୍ତି । ଏହି ଧୂପ କାଠି ବିଜନେସ କେବଳ ସେରେନଙ୍କୁ ସ୍ବାବଲମ୍ବୀ କରିନି ବରଂ ତାଙ୍କ ଦ୍ବାରା ଅନେକ ମହିଳା ନିଜ ପରିବାରକୁ ଦୁଇ ସମୟର ଖାଇବା ଯୋଗାଇ ପାରୁଛନ୍ତି।

Advertisment
Odisha Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe