ଆନ୍ଧ୍ର ଜ୍ବାଇଁ ଆମେରିକା ଉପରାଷ୍ଟ୍ରପତି | Odisha Reporter
Advertisment
ଆନ୍ଧ୍ର ପ୍ରଦେଶର ଜ୍ୱାଇଁ ଏବେ ଆମେରିକାର ଉପରାଷ୍ଟ୍ରପତି। ନଭେମ୍ବର ୫ରେ ଅନୁଷ୍ଠିତ ନିର୍ବାଚନରେ ଡୋନାଲଡ ଟ୍ରଂପ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାବେଳେ ତାଙ୍କର ସହଯୋଗୀ ଭାବେ ଜେଡି ଭାନ୍ସ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଜେଡି ଭାନ୍ସଙ୍କ ପତ୍ନୀ ଉଷା ଭାନ୍ସ ଭାରତୀୟ ବଂଶୋଦ୍ଭବ। ଉଷାଙ୍କ ପ୍ରକୃତ ନାଁ ଉଷା ଚିଲୁକୁରୀ ଭାନ୍ସ। ଜେଡି ଭାନ୍ସ ଉପରାଷ୍ଟ୍ରପତି ହୋଇଥିବାରୁ ପତ୍ନୀ ଭାବେ ଉଷା ହୋଇଛନ୍ତି ଆମେରିକାର ଦ୍ୱିତୀୟ ମହିଳା ବା ସେକେଣ୍ଡ ଲେଡି ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us