ଇଣ୍ଟରସେପ୍ଟର ମିଜାଇଲର ସଫଳ ପରୀକ୍ଷଣ

ପ୍ରଥମେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ୱୀ-୨ ଉତ୍ କ୍ଷେପଣ କରାଯାଇଥିଲା। ଏହାର କିଛି ସମୟ ପରେ ଇଣ୍ଟରସେପ୍ଟର ମିଜାଇଲ ଉତ୍ କ୍ଷେପଣ କରାଯାଇଥିଲା।

ଇଣ୍ଟରସେପ୍ଟର ମିଜାଇଲ

  • Published: Wednesday, 24 July 2024
  • , Updated: 24 July 2024, 06:37 PM IST

ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲର ପରୀକ୍ଷଣ କରାଯାଇଛି। ଆଜି ଅପରାହ୍ନ ୪ଟା ୨୫ ମିନିଟ ସମୟରେ ମିଜାଇଲର ବ୍ୟବହାରିକ ପରୀକ୍ଷଣ ହୋଇଥିଲା। ପ୍ରଥମେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ୱୀ-୨ ଉତ୍ କ୍ଷେପଣ କରାଯାଇଥିଲା। ଏହାର କିଛି ସମୟ ପରେ ଇଣ୍ଟରସେପ୍ଟର ମିଜାଇଲ ଉତ୍ କ୍ଷେପଣ କରାଯାଇଥିଲା। ଯାହା ଆକାଶ ମାର୍ଗରେ ପୃଥୀକୁ ସଫଳତାର ସହ ଭେଦ କରିଥିବା ସୂଚନା ମିଳିଛି।

Related story