ନିଆଁ ପାଇଁ ବାରବାଟୀ ଅସୁରକ୍ଷିତ?

ପ୍ରାୟ ୨୨ ଏକର ଜମିରେ ପ୍ରତିଷ୍ଠିତ ଏହି ଷ୍ଟାଡିୟମରେ ନେସନାଲ ବିଲଡିଂ କୋଡ୍-୨୦୧୬ ଅନୁଯାୟୀ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିନଥିବା ଦର୍ଶାଇଛି ଅଗ୍ନି ସୁରକ୍ଷା ନିର୍ଦ୍ଦେଶାଳୟ।

Barabati Stadium

ବାରବାଟୀ ଷ୍ଟାଡିୟମ

Ordigital Desk
  • Published: Saturday, 25 January 2025
  • Updated: 25 January 2025, 06:12 PM IST

News Highlights

  • ଅଗ୍ନି ସୁରକ୍ଷା ଦୃଷ୍ଟିରୁ ବିପଦରେ ରହିଛି ବାରବାଟୀ ଷ୍ଟାଡିୟମ୍
  • ଫେବ୍ରୁଆରୀ ୯ ତାରିଖରେ ହେବାକୁ ଯାଉଛି ଏକ-ଦିବସୀୟ କ୍ରିକେଟ
  • ଭାରତ-ଇଂଲଣ୍ଡ ମ୍ୟାଚ୍ ଦେଖିବେ ପ୍ରାୟ 45 ହଜାର ଦର୍ଶକ

Sports

Latest News

୫ ବର୍ଷ ପରେ ବିସିସିଆଇଠାରୁ ଏକ-ଦିବସୀୟ ମ୍ୟାଚର ଅନୁମତି ପାଇଛି କଟକର ବାରବାଟୀ ଷ୍ଟାଡିୟମ। ପ୍ରାୟ ୪୫ ହଜାର ଦର୍ଶକ ବସିବାର କ୍ଷମତା ରଖିଥିବା ବାରବାଟୀ ଷ୍ଟାଡିୟମରେ ନାହିଁ ଆବଶ୍ୟକ ଅଗ୍ନି ସୁରକ୍ଷା ବ୍ୟବସ୍ଥା। ଅଗ୍ନି ସୁରକ୍ଷା ଆଇନ-୨୦୧୭ ଅନୁସାରେ ପ୍ରାୟ ଅଢ଼େଇ ବର୍ଷ ତଳେ ଷ୍ଟାଡିୟମର ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଂଚ କରିଥିଲା ଅଗ୍ନି ସୁରକ୍ଷା ନିର୍ଦ୍ଦେଶାଳୟ। ମାତ୍ର ବାରମ୍ବାର ପରାମର୍ଶ ସତ୍ତ୍ୱେ ଏ ନେଇ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍, ଓଡ଼ିଶା କ୍ରିକେଟ ଆସୋସିଏସନ୍ ବା ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ପଦକ୍ଷେପ ନେଇନାହାନ୍ତି ବୋଲି ରାଜସ୍ୱ ବିଭାଗ ସଚିବଙ୍କୁ ଜାନୁଆରୀ ୧୦ ତାରିଖରେ ଚିଠି ଲେଖିଛନ୍ତି ଅଗ୍ନି ସୁରକ୍ଷା ବିଭାଗର ଡିଜି।

ପ୍ରାୟ ୨୨ ଏକର ଜମିରେ ପ୍ରତିଷ୍ଠିତ ଏହି ଷ୍ଟାଡିୟମରେ ନେସନାଲ ବିଲଡିଂ କୋଡ୍-୨୦୧୬ ଅନୁଯାୟୀ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରହିନଥିବା ଦର୍ଶାଇଛି ଅଗ୍ନି ସୁରକ୍ଷା ନିର୍ଦ୍ଦେଶାଳୟ। ୨୦୦୭ରେ ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ବେଳେ କ’ଣ କମ ରହିଛି ଓ ବର୍ତ୍ତମାନ ସୁଦ୍ଧା କିଭଳି ଅନେକ କଥା ହୋଇପାରିନାହିଁ ସେ ନେଇ ପ୍ରାୟ ୫୦ଟି ପଏଣ୍ଟରେ ଦୁର୍ବଳତା ଦର୍ଶାଇଛନ୍ତି ଡିଜି। ମୁଖ୍ୟ ଦୁର୍ବଳତାଗୁଡ଼ିକ ହେଲା-

  • ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହୋସ ବକ୍‌ସ ନାହିଁ
  • ଅନେକ ସ୍ଥାନରେ ଅଟୋମେଟିକ୍ ଫାୟାର ଆଲାର୍ମ ବ୍ୟବସ୍ଥା ନାହିଁ
  • ଅନେକ ସ୍ଥାନରେ ଇଲେକ୍ଟ୍ରିକ ପମ୍ପ, ଡିଜେଲ ପମ୍ପ, ଜକି ପମ୍ପ ନାହିଁ
  • ଆବଶ୍ୟକ ପରିମାଣର ପାଣିଭର୍ତ୍ତି ଷ୍ଟାଟିକ୍ ଓ ଟିରେସ ଟ୍ୟାଙ୍କ ନାହିଁ
  • ଆବଶ୍ୟକ ଫାୟାର ଏକ୍ସଟିଙ୍ଗୁଇସର ନାହିଁ, କର୍ମଚାରୀଙ୍କୁ ତାଲିମ ନାହିଁ
  • ସୁରକ୍ଷିତ ଭାବେ ଓହ୍ଲାଇବାକୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତିରିକ୍ତ ସିଡି ନାହିଁ

ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର କହିଛନ୍ତି- ଏଭଳି ସମସ୍ୟା ଆଗରୁ ଦୂର ହେବା ଉଚିତ ଥିଲେ। ଏବେ ତ ମ୍ୟାଚ୍ ଅଟକାଇବାକୁ କୁହାଯାଇପାରିବ ନାହିଁ। ସେମାନେ ସମ୍ଭବତଃ ଅଗ୍ନି ସୁରକ୍ଷା ନିର୍ଦ୍ଦେଶାଳୟରୁ ଅସ୍ଥାୟୀ ଅନୁମତି ନେଇଛନ୍ତି। ହେଲେ ଆଗକୁ ଏହାର ସମାଧାନ ହେବା ଉଚିତ।

୧୯୫୮ରେ ପ୍ରତିଷ୍ଠା ହୋଇଥିଲା ବାରବାଟୀ ଷ୍ଟାଡିୟମ। ଏହା ଭିତରେ ବାରବାଟୀ ଷ୍ଟାଡିୟମରେ ଦୁଇଟି ଟେଷ୍ଟ ଓ ୧୭ଟି ଏକଦିବସୀୟ ମ୍ୟାଚ୍ ସହ ଅନେକ ଜାତୀୟସ୍ତରର ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାରବାଟୀର ୨୨ ଏକର ଜମିକୁ ମାତ୍ର ୧ ଟଙ୍କା ଲିଜରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏନକୁ ଦେଇଥିଲା ରାଜସ୍ୱ ବିଭାଗ। ସାଧାରଣତଃ ଓଡ଼ିଶା କ୍ରିକେଟ ଆସୋସିଏନ୍ ବା ଓସିଏ ବାରବାଟୀ ଷ୍ଟାଡିୟମକୁ ବ୍ୟବହାର କରି ରାଜ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ମ୍ୟାଚ୍ ଆୟୋଜନ କରିଥାଏ।

ଷ୍ଟାଡିୟମର ଅଗ୍ନି ନିର୍ବାପକ ସୁରକ୍ଷା ନେଇ ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି- ଆମେ ସବୁ ପ୍ରକାର ପଦକ୍ଷେପ ନେଇଛୁ। କୌଣସି ଅଘଟଣ ନହେଉ। ସେଭଳି ପରିସ୍ଥିତି ହେଲେ ଦର୍ଶକମାନଙ୍କୁ ପଡ଼ିଆ ଭିତରକୁ ଛାଡ଼ିଦିଆଯିବ।

କଟକରେ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଓଡ଼ିଶା ପାଇଁ ଗର୍ବର ବିଷୟ। ମାତ୍ର ସୁରକ୍ଷା ବ୍ୟବସ୍ଥାକୁ କାହିଁକି ଆଗରୁ ସଜଡ଼ାଗଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story