Advertisment

ମହିଳା ଭୋଟକୁ ଡରୁଛି କି ବିଜେଡି ?

ଭାଙ୍ଗୁଛି କି ବିଜେଡିର SHG ଭୋଟ୍ ବ୍ୟାଙ୍କ? କାହିଁକି ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଛି ଗୋଟିଏ ପରେ ଗୋଟିଏ ଥୋପ ?

author-image
Manoj Swain

ମହିଳା ଭୋଟକୁ ନେଇ ଭୟଭୀତ କି ବିଜେଡି? ଭାଙ୍ଗୁଛି କି ବିଜେଡିର SHG ଭୋଟ୍ ବ୍ୟାଙ୍କ? କାହିଁକି ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଛି ଗୋଟିଏ ପରେ ଗୋଟିଏ ଥୋପ ? SHG ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ପଛରେ ସରକାରଙ୍କ କଣ ଷ୍ଟ୍ରାଟେଜି ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Shg Women