17 ବର୍ଷ ହେଲା ନାହିଁ ଅଧିସ୍ବୀକୃତି କମିଟି! | Odisha Reporter
୧୭ ବର୍ଷ ହେଲା ରାଜ୍ୟରେ ନାହିଁ ସାମ୍ବାଦିକଙ୍କ ପାଇଁ ଅଧିସ୍ବୀକୃତି କମିଟି । ସରକାରଙ୍କ ମନ ମର୍ଜିରେ ବଣ୍ଟାଯାଉଛି ସାମ୍ବାଦିକମାନଙ୍କୁ ଅଧିସ୍ବୀକୃତି । ନିଦା ବିଷ୍ଣୁ ହୋଇ ଶୋଇଛି ରାଜ୍ୟର ସୂଚନା ଓ ଲୋକସଂପର୍କ ବିଭାଗ । ବିନା ଅଧିସ୍ବୀକୃତିରେ ଲୋକସେବା ଭବନକୁ ଯାଇପାରୁନାହାନ୍ତି ସାମ୍ବାଦିକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
