୧୭ ବର୍ଷ ହେଲା ନାହିଁ ଅଧିସ୍ବୀକୃତି କମିଟି !

  • Published: Thursday, 14 September 2023
  • , Updated: 14 September 2023, 11:25 AM IST

୧୭ ବର୍ଷ ହେଲା ରାଜ୍ୟରେ ନାହିଁ ସାମ୍ବାଦିକଙ୍କ ପାଇଁ ଅଧିସ୍ବୀକୃତି କମିଟି । ସରକାରଙ୍କ ମନ ମର୍ଜିରେ ବଣ୍ଟାଯାଉଛି ସାମ୍ବାଦିକମାନଙ୍କୁ ଅଧିସ୍ବୀକୃତି । ନିଦା ବିଷ୍ଣୁ ହୋଇ ଶୋଇଛି ରାଜ୍ୟର ସୂଚନା ଓ ଲୋକସଂପର୍କ ବିଭାଗ । ବିନା ଅଧିସ୍ବୀକୃତିରେ ଲୋକସେବା ଭବନକୁ ଯାଇପାରୁନାହାନ୍ତି ସାମ୍ବାଦିକ ।

Related story