Advertisment

'ମହାପ୍ରଭୁଙ୍କ ସୁନା ଟିକେ ବି କେହି କୁଆଡ଼େ ନେଇ ପାରିବେନି'

ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ସୁନା ଓ ରୂପା ଜବତ ପ୍ରସଙ୍ଗ। ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ନିଶାନା କଲେ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର।

author-image
Manoj Swain

ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ସୁନା ଓ ରୂପା ଜବତ ପ୍ରସଙ୍ଗ। ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ନିଶାନା କଲେ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। କହିଲେ, ଏଭଳି ମନ୍ତବ୍ୟ ଅଶୋଭନୀୟ ଓ ପାଗଳାମୀ। ମହାପ୍ରଭୁଙ୍କ ସୁନାରୁ ଚାରଣାଏ ବି କେହି ନେଇ ପାରିବେନି।

Advertisment
Odisha BjD Sulata Deo