ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣାରେ ବସିଲେ ସାମ୍ବାଦିକ

୫ ଦଫା ଦାବି ପୂରଣ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖାର ସାମ୍ବାଦିକ।

Journalist

Representative Image

Manoranjan Sial
  • Published: Friday, 01 December 2023
  • Updated: 01 December 2023, 04:48 PM IST

ସାମ୍ବାଦିକ ହେଲେ ଚତୁର୍ଥ ସ୍ତମ୍ଭ। ଦେଶରେ ଚାରି ସ୍ତମ୍ଭ ମଜଭୁତ ନହେଲେ ଏ ଦେଶ ଚାଲି ପାରିବ ନାହିଁ। ସାମ୍ବାଦିକଙ୍କୁ ସମ୍ମାନ ଦିଆଯାଉ। ସାମ୍ବାଦିକଙ୍କ ଦାବି ଯଥାର୍ଥ, ସରକାର ମାନିନେବା ଉଚିତ ବୋଲି କହିଛନ୍ତି ବିଧାୟକ ବୁଢାନ ମୁର୍ମୁ। ସାମ୍ୱାଦିକଙ୍କ ଧାରଣାରେ ସେମିଲ ହୋଇ ବିଧାୟକ ଏପରି କହିଛନ୍ତି।

Also Read

୫ ଦଫା ଦାବି ପୂରଣ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖାର ସାମ୍ବାଦିକ। ଦାବି ଗୁଡ଼ିକ ହେଲା- ସାମ୍ବାଦିକ ସୁରକ୍ଷା ଆଇନ୍‌ ପ୍ରଣୟନ, ଅନ୍ୟାନ୍ୟ ରାଜ୍ୟ ଭଳି ବୟସ୍କ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ, ଅଧିସ୍ୱୀକୃତି କମିଟି ପୁନଃର୍ଗଠନ, ବ୍ଲକଠାରୁ ରାଜ୍ୟ ପର୍ଯ୍ୟନ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଊର୍ଦ୍ଧ୍ଵ ନିର୍ଭରଶୀଳ ସନ୍ତାନଙ୍କୁ ସାମିଲ୍‌ ଏବଂ ପ୍ରେସ୍ ଏକାଡେମୀ ଗଠନ ଆଦି ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏଥିରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ସାମିଲ୍‌ ହୋଇଥିଲେ।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story