୪ବର୍ଷ ପରେ ସାମ୍ବାଦିକଙ୍କୁ ମିଳିଲା ଅନୁମତି: ବିଜେଡି ସରକାର ଳଗାଇଥିଲା କଟକଣା

ରାଜ୍ୟରେ ବିଜେଡି ସରକାରର ପତନ ପରେ ବିଜେପି ସରକାର ନିଜର ପ୍ରଥମ କାର୍ଯ୍ୟ ଭାବେ ଲୋକସେବା ଭବନ ପରିସରକୁ ସାମ୍ବାଦିକମାନଙ୍କ ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି । ଯାହାକୁ ବିଭିନ୍ନ ସାମ୍ବାଦିକ ସଂଘ ଓ କାର୍ଯ୍ୟରତ ସାମ୍ବାଦିକମାନେ ସ୍ୱାଗତ କରିଛନ୍ତି ।

Lokaseva Bhavan

ଲୋକସେବା ଭବନ

Jitendra Garnayak
  • Published: Wednesday, 12 June 2024
  • Updated: 12 June 2024, 08:56 PM IST

Sports

Latest News

ଆଜି ରାଜ୍ୟରେ ବିଜେପି ସରକାର କାର୍ଯ୍ୟ ଆରମ୍ଭ କରିବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଲୋକସେବା ଭବନ( ରାଜ୍ୟ ସଚିବାଳୟ)କୁ ସାମ୍ବାଦିକମାନଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି । ସାମ୍ବାଦିକମାନେ ଆଜି ସନ୍ଧ୍ୟାରେ ଲୋକସେବା ଭବନକୁ ପ୍ରାୟ ୪ବର୍ଷ ପରେ ପ୍ରବେଶର ଅନୁମତି ପାଇଛନ୍ତି । ବିଜେଡି ସରକାର ଦ୍ୱାରା ୨୦୨୦ ମାର୍ଚ୍ଚ ମାସରେ ଲୋକସେବା ଭବନକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା । ବାରମ୍ବାର ଦାବି ସତ୍ତ୍ୱେ ସରକାର ସେଥିପ୍ରତି ଭୃକ୍ଷେପ କରିନଥିଲେ ।

ଆଜି ଅପରାହ୍ନରେ ଜନତା ମଇଦାନରେ ରାଜ୍ୟର ପ୍ରଥମ ବିଜେପି ସରକାର ଶପଥ ନେବା ପରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ସାମ୍ବାଦିକମାନଙ୍କୁ ଭେଟିବେ ବୋଲି ଇଚ୍ଛାବ୍ୟକ୍ତ କରିବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା । ଆଉ ସାମ୍ବାଦିକମାନେ ନିଜର ସଂସ୍ଥା ପକ୍ଷରୁ ମିଳିଥିବା ପରିଚୟ ପତ୍ର ଦେଖାଇ ସଚିବାଳୟକୁ ପ୍ରବେଶ କରିବାର ସୁଯୋଗ ପାଇଥିଲେ । ଯାହାକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଛି ।

Also Read

ଲୋକସେବା ଭବନ ପରିସରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ବିଜେଡି ସରକାର ଦ୍ୱାରା ଜାରି କଟକଣାକୁ ବିରୋଧ କରି ବିଭିନ୍ନ ରାଜନୀତିକ ଦଳ ବିଧାନସଭାରେ ପ୍ରତିବାଦ କରିବା ସହ ସାମ୍ବାଦିକ ସଂଗଠନଗୁଡ଼ିକ ମଧ୍ୟ ରାଜରାସ୍ତାରେ ବିକ୍ଷୋଭ କରିଥିଲେ । ମାତ୍ର ବିଜେଡି ସରକାର ସେଥିପ୍ରତି ସାମାନ୍ୟ ଦୃଷ୍ଟି ଦେଇନଥିଲା । ବିଜେଡି ଓ ତତକାଳୀନ ସରକାରର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ଏବଂ ବିଜେଡି ମିଡିଆ ସେଲ୍ ମୁଖ୍ୟ ମାନସ ମଙ୍ଗରାଜଙ୍କ ଜନବିରୋଧୀ ନୀତି ଧରାପଡ଼ିଯିବା ଭୟରେ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ଜାରି କଟକଣାକୁ ହଟା ଯାଇନଥିବା ଚର୍ଚ୍ଚା ହେଉଛି ।

ତେବେ ରାଜ୍ୟରେ ବିଜେଡି ସରକାରର ପତନ ପରେ ବିଜେପି ସରକାର ନିଜର ପ୍ରଥମ କାର୍ଯ୍ୟ ଭାବେ ଲୋକସେବା ଭବନ ପରିସରକୁ ସାମ୍ବାଦିକମାନଙ୍କ ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି । ଯାହାକୁ ବିଭିନ୍ନ ସାମ୍ବାଦିକ ସଂଘ ଓ କାର୍ଯ୍ୟରତ ସାମ୍ବାଦିକମାନେ ସ୍ୱାଗତ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story