ରତ୍ନଭଣ୍ଡାର ସ୍ଥିତି ସମୀକ୍ଷା ଓ କଳାଟଙ୍କାକୁ ନେଇ ବୈଠକ କରିବେ ଜଷ୍ଟିସ ପଶାୟତ

ଜଷ୍ଟିସ ପଶାୟତ ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସୂଚନା ଅନୁସାରେ ଜଷ୍ଟିସ ପଶାୟତ ଆସନ୍ତା ୧୧ ତାରିଖରେ କଳାଟଙ୍କା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ ।

Justice Arijit Pasayat

ଜଷ୍ଟିସ ପଶାୟତ (ଫାଇଲ ଫଟୋ)

Ordigital Desk
  • Published: Friday, 08 March 2024
  • Updated: 08 March 2024, 10:41 PM IST

ରତ୍ନଭଣ୍ଡାର ସ୍ଥିତିର ସମୀକ୍ଷା ନିମନ୍ତେ ଆସନ୍ତାକାଲି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ରତ୍ନଭଣ୍ଡାରର ତଦାରଖ ଓ ଅଳଙ୍କାର ଗଣନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟିର ଅଧ୍ୟକ୍ଷ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରଜିତ ପଶାୟତ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି । ଆସନ୍ତାକାଲି  ସକାଳେ ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ଅପରାହ୍ନରେ  ରତ୍ନଭଣ୍ଡାର ତଦାରଖ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି।

ଜଷ୍ଟିସ ପଶାୟତ ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସୂଚନା ଅନୁସାରେ ଜଷ୍ଟିସ ପଶାୟତ ଆସନ୍ତା ୧୧ ତାରିଖରେ କଳାଟଙ୍କା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ । କଳାଟଙ୍କାକୁ ନେଇ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଭାବେ ଜଷ୍ଟିସ ପଶାୟତ କାର୍ଯ୍ୟ କରୁଛନ୍ତି । ଆଗାମୀ ନିର୍ବାଚନରେ କଳାଟଙ୍କାର ଉପଯୋଗ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ବାଚନ କମିଶନଙ୍କୁ ଏସଆଇଟି ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଜଣାପଡ଼ିଛି।

Also Read

ସୂଚନାଯୋଗ୍ୟ, ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଗତ ଫେବୃୟାରୀ ୨୯ତାରିଖରେ ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ଓ ଏହି କମିଟି ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ତଦାରଖ ଓ ଅଳଙ୍କାର ଗଣନା କରିବ । ଏହି କମିଟିରେ ୧୨ଜଣ ସଦସ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story