କାମିଆ ଜାନି ବିବାଦ: ତାତିଲେ ବୈଦିକ ବ୍ରାହ୍ମଣ ପରିଷଦ

  • Published: Thursday, 04 January 2024
  • , Updated: 04 January 2024, 06:39 PM IST

ଥମୁନି କାମିୟା ନିଆଁ। କାମିଆଙ୍କୁ ନେଇ କ୍ଷୁବ୍ଧ ହୋଇ ବୈଦିକ ବ୍ରାହ୍ମଣ ପରିଷଦ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗୋମାଂସ ଭକ୍ଷଣ କରିଥିବା କାମିଆ ଜାନିଙ୍କୁ ଶ୍ରୀମନ୍ଦିରରେ କିଏ ପୂରାଇଲା ? ଯିଏ ପ୍ରବେଶ କରାଇଥିଲା କାହିଁକି ସେ କ୍ଷମା ମାଗିଲେ ନାହିଁ ? କାର୍ଯ୍ୟାନୁଷ୍ଠାନ ନହେଲେ ସପରିବାରେ ଆନ୍ଦୋଳନକୁ ଓହ୍ଲାଇବକୁ କହି ଦିଆଗଲାଣି ଚେତାବନୀ । ମନ୍ଦିର ପ୍ରବେଶ କରି ମହାପ୍ରସାଦ ଖାଇ ୟୁଟ୍ୟୁବରେ ପକାଇଦେଲେ। କିନ୍ତୁ ଯେଉଁ ନିଆଁ ଲଗାଇଛନ୍ତି ତାହା କୁହୁଳି କୁହୁଳି ଜଳିବାରେ ଲାଗିଲାଣି। ଦେଖନ୍ତୁ ପୂରା ରିପୋର୍ଟ। 

Related story