Advertisment

ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ବତୀଘର ବାସିନ୍ଦା

ବତୀଘର ପଞ୍ଚାୟତକୁ ଯୋଗାଯୋଗ ଲାଗି ନାହିଁ ପୋଲ । ନିତିଦିନ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗାରେ ପାର ହୁଅନ୍ତି ଲୋକେ ।

ଅଦ୍ୟତନ ହୋଇଛି
Advertisment

ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବତୀଘର ପଞ୍ଚାୟତ ବାସିନ୍ଦା । ଏହି ପଞ୍ଚାୟତରେ ରହିଛି 8 ଖଣ୍ଡ ଗାଁ। ରାତି ପାହିଲେ ଏହି ଉପାନ୍ତ ଅଞ୍ଚଳର ଲୋକେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ତାହା ଜାଣିବା ପାଇଁ ଆମ ପ୍ରତିନିଧି ପହଞ୍ଚିଥିଲେ ବତୀଘର ପଞ୍ଚାୟତରେ...। ବତୀଘରକୁ ଯୋଗାଯୋଗ ଲାଗି ନାହିଁ ପୋଲ । ନିତିଦିନ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗାରେ ପାର ହୁଅନ୍ତି ଲୋକେ । ସେହିଭଳି ପିଇବା ପାଣିର ସମସ୍ୟା ରହିଛି । ନଦୀ ଉପରେ ପୋଲ ପାଇଁ ପ୍ରତିଶୃତି ଦେଇ ନେତା ପ୍ରତାରଣା କରିଥିବା ଲୋକେ କହିଛନ୍ତି। ତିନିଥର ପୋଲ ପାଇଁ ଶିଳାନ୍ୟାସ ହୋଇଛି, ମାତ୍ର ପୋଲ ର୍ନିମାଣ ହୋଇନାହିଁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe