Advertisment

ସ୍ବର୍ଗରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆର.ଜି କର !

ଅନେକ ସଂଘର୍ଷ ମଧ୍ୟରେ ସେତେବେଳର ଡାକ୍ତର ରାଧା ଗୋବିନ୍ଦ କର ପ୍ରତିଷ୍ଠା କରିଥିଲେ ଏହି ହସ୍ପିଟାଲ।

author-image
Manoj Swain

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଆସଛି ଚିଠି। ଆଉ ତାଙ୍କ ପାଖକୁ ଲେଖିଛନ୍ତି ରାଧା ଗୋବିନ୍ଦ କର। ଦର୍ଶକ ବନ୍ଧୁ ଏହା ଏକ କାଳ୍ପନିକ ଚିଠି । ହେଲେ ଥରେ ଟିକେ ଭାବନ୍ତୁ ତ ଯଦି ଆର.ଜି. କର ଆଜି ବଞ୍ଚିଥାନ୍ତେ ତେବେ, ତାଙ୍କୁ କେମିତି ଫିଲ ହୁଅନ୍ତା। ଅନେକ ସଂଘର୍ଷ ମଧ୍ୟରେ ସେତେବେଳର ଡାକ୍ତର ରାଧା ଗୋବିନ୍ଦ କର ପ୍ରତିଷ୍ଠା କରିଥିଲେ ଏହି ହସ୍ପିଟାଲ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Kolkata Raped-Murdered Case