ଜନ୍ମଦିନରେ ଆର.ଜି.କରଙ୍କ ସ୍ବର୍ଗରୁ ମମତାଙ୍କୁ ଚିଠି | Odisha Reporter
Advertisment
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁରେ ଆସଛି ଚିଠି। ଆଉ ତାଙ୍କ ପାଖକୁ ଲେଖିଛନ୍ତି ରାଧା ଗୋବିନ୍ଦ କର। ଦର୍ଶକ ବନ୍ଧୁ ଏହା ଏକ କାଳ୍ପନିକ ଚିଠି । ହେଲେ ଥରେ ଟିକେ ଭାବନ୍ତୁ ତ ଯଦି ଆର.ଜି. କର ଆଜି ବଞ୍ଚିଥାନ୍ତେ ତେବେ, ତାଙ୍କୁ କେମିତି ଫିଲ ହୁଅନ୍ତା। ଅନେକ ସଂଘର୍ଷ ମଧ୍ୟରେ ସେତେବେଳର ଡାକ୍ତର ରାଧା ଗୋବିନ୍ଦ କର ପ୍ରତିଷ୍ଠା କରିଥିଲେ ଏହି ହସ୍ପିଟାଲ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us