ଅନୁଭବଙ୍କ କୁଶପୁତ୍ତଳିକା ଦାହ କଲା କୋଶଲ ସେନା | Odisha Reporter
Advertisment
ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିଲା କୋଶଲ ସେନା । ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ମନ୍ତବ୍ୟଙ୍କୁ ବିରୋଧ କରି ବରଗଡ ଗାନ୍ଧୀଛକ ଠାରେ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିଛିି କୋଶଲ ସେନା । ଅଭିନେତା ମନୋଜ ମିଶ୍ରଙ୍କୁ ଅନୁଭବ କ୍ଷମା ମାଗନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ନହେଲେ ଆଗାମୀ ଦିନରେ ପଶ୍ଚିମ ଓଡିଶାରେ କୌଣସି ଓଡ଼ିଆ ଫିଲ୍ମ ଚାଲିବାକୁ ଦେବୁ ନାହିଁ ବୋଲି କୋଶଲ ସେନା ଚେତାବନୀ ଦେଇଛି। ଏନେଇ ଅନୁଭବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us