ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ଜଣେ ଶ୍ରମିକ ସୁରକ୍ଷିତ ଭାବେ ନିଜ ଘରକୁ ଫେରିଛନ୍ତି। ଉକ୍ତ ଶ୍ରମିକ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ରାଜୀବ ପରିଡା। ରାଜୀବ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
୨୦୦୮ରେ ଚାକିରୀ ସନ୍ଧାନରେ ଦୁବାଇ ଯାଇଥିଲେ ରାଜୀବ। ସେ ଡାର୍କ ଆଣ୍ଡ ସ୍କଲଡ଼ କମ୍ପାନୀରେ ଷ୍ଟୋର୍ କିପର୍ ଭାବେ ଦୁବାଇରେ କାମ
Also Read
ଶେଷରେ ରାଜୀବଙ୍କ ଭାଇ ରଜତ ପରିଡା କେନ୍ଦ୍ରାପଡ଼ା ସାଂସଦଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ନିଜ ଭାଇକୁ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ କରିଥିଲେ। ପରେ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗତକାଲି ରାଜୀବ ଓଡ଼ିଶା ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୨୦ରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ
ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ। ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ।
Miscellaneous
ମହାନଦୀ-ପୋଲାଭରମ ଭଳି ଆନ୍ତଃରାଜ୍ୟ ବିବାଦର ସମାଧାନ ପାଇଁ ଗଢ଼ାହେବ ମନ୍ତ୍ରୀସ୍ତରୀୟ କମିଟି
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟଗୁଡ଼ିକ ସହ ଓଡ଼ିଶାର ଥିବା ବିବାଦଗୁଡ଼ିକ ସମ୍ପର୍କରେ ଆଜି ବୈଠକରେ ବିଶଦ ଆଲୋଚନା କରାଯାଇଥିଲା ।
Miscellaneous
୨ ନୂଆ ଯୋଜନାକୁ କ୍ୟାବିନେଟ୍ ମୋହର: ‘ଗୋମାତା’ରେ ଖର୍ଚ୍ଚ ହେବ ୩୪୨କୋଟି, କୁକୁଡ଼ା ଚାଷ ପାଇଁ ୧୦୩୧କୋଟି
ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
Miscellaneous
ପଞ୍ଚୁକରେ ବି ଆକାଶଛୁଆଁ ପିଆଜ ଦର, ଏମିତି କହିଲେ ମନ୍ତ୍ରୀ
ଗତ ୧୫ ଦିନରେ କିଲୋ ପିଛା ପାଖାପାଖି ୩୦ ଟଙ୍କା ବଢ଼ିଲାଣି ପିଆଜ ଦର। ମନ୍ତ୍ରୀ କହିଲେ ଆମର ଉତ୍ପାଦନ ନାହିଁ, ବାହାରେ ବି ଦର ଉଚ୍ଚ ଅଛି।
Miscellaneous
ଝାଡ଼ଖଣ୍ଡରେ ନିର୍ବାଚନ; ମୟୂରଭଞ୍ଜ ସୀମାନ୍ତରେ ଯାଞ୍ଚ କଡ଼ାକଡ଼ି
ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଜାମଶୋଳା, ସାରସକଣା, ତିରିଂ ବହଳଦା, ଆଦି ସ୍ଥାନମାନଙ୍କରେ ଉଭୟ ରାଜ୍ୟକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଏହି ଯାଞ୍ଚ କରାଯାଉଛି।