Advertisment

ଗୁମୁରି କାନ୍ଦୁଛି ସୁନା ବୋହୂ !

ଭାରତୀ ସିଂ ହେଉଛନ୍ତି ଏକ ଅନୁନ୍ନତ ପଛୁଆ ଅଂଚଳର ମୁଣ୍ଡା ସମ୍ପ୍ରଦାୟର ବୋହୂ ।

author-image
Manoj Swain

ମୟୁରଭଞ୍ଜର ସୁନାନାକୀ ଆଦିବାସୀ ବୋହୂ ଭାରତୀ ସିଂ ଏବେ ଟ୍ରେଣ୍ଡିଙ୍ଗରେ । ପାଣ୍ଡିଆନଙ୍କ ନାଁ ନେଇ କହିବା ପରେ ଚାକିରି ଯିବା ଆଉ ଏହାକୁ ନେଇ ବିଭିନ୍ନ ସଙ୍ଗଠନ ଭାରତୀଙ୍କ ପାଇଁ ଆଗକୁ ଆସିବା ପରେ ଘରେ ଘରେ ପରିଚିତ ହୋଇଗଲେଣି ଏହି ମହିଳା। ରୋକଠୋକ କଥାବାର୍ତ୍ତା ସାଙ୍ଗକୁ ସରଳ ସ୍ୱଭାବର ଭାରତୀ ହେଉଛନ୍ତି ଏକ ଅନୁନ୍ନତ ପଛୁଆ ଅଂଚଳର ମୁଣ୍ଡା ସମ୍ପ୍ରଦାୟର ବୋହୂ ।

Advertisment
Odisha Mayurbhanj