Advertisment

‘ଟେକିକି ଫୋପାଡି ଦେବି ତୋତେ’

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ମହିଳାଙ୍କ ହୋହଲ୍ଲା ।

author-image
Manoj Swain

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ମହିଳାଙ୍କ ହୋହଲ୍ଲା। ଅଭିଯୋଗ ଶୁଣାଯାଉ ନଥିବାରୁ ଯାଜପୁରର ଜଣେ ମହିଳାଙ୍କ ପାଟିତୁଣ୍ଡ। ପୁଲିସ ଅଟକାଇବାରୁ କିଛି ସମୟ ପାଇଁ ଯୁକ୍ତିତର୍କ ପରିସ୍ଥିତି ହୋଇଥିଲା ।

Advertisment
Odisha Bhubaneswar Naveen Patnaik