ଆକାଉଣ୍ଟକୁ ଆସୁଛି ଟଙ୍କା ପଠାଉଛି କିଏ ? | Odisha Reporter
ଯଦି ହଠାତ ଆପଣଙ୍କ ଆକାଉଣ୍ଟକୁ କୌଣସି ବେନାମୀ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଆସିଯାଏ । ତାହେଲେ ଆପଣ କଣ କରିବେ ? କେନ୍ଦ୍ରାପଡ଼ା ଆଳିରେ ରହସ୍ୟମୟ ଘଟଣା । ଆଜିକୁ ୨ ଦିନ ହେଲା, ଅଜଣା ସୂତ୍ରରୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
