ଯଦି ହଠାତ ଆପଣଙ୍କ ଆକାଉଣ୍ଟକୁ କୌଣସି ବେନାମୀ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଆସିଯାଏ । ତାହେଲେ ଆପଣ କଣ କରିବେ ? କେନ୍ଦ୍ରାପଡ଼ା ଆଳିରେ ରହସ୍ୟମୟ ଘଟଣା । ଆଜିକୁ ୨ ଦିନ ହେଲା, ଅଜଣା ସୂତ୍ରରୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି ।