Advertisment

ଠିକଣା ହଜାଇଲା ସ୍ମାର୍ଟ ଆଡ୍ରେସ୍ !

ତିନି ବର୍ଷ ପରେ ସ୍ମାର୍ଟ ସିଟିର ସ୍ମାର୍ଟ ଆଡ୍ରେସ୍ ଅଚଳ ହୋଇଯାଇଛି।

Advertisment

ତିନି ବର୍ଷ ତଳେ ଭୁବନେଶ୍ବରର ଏକାଧିକ ଗଳିରେ ଲାଗିଥିଲା ଡିଜିଟାଲ ଡୋର ନମ୍ବର। ଡିଜିଟାଲ୍ ଡୋର ନମ୍ବର ହେବ ସ୍ମାର୍ଟ ଆଡ୍ରେସ୍ । ଲୋକେ ଯେକୌଣସି ସ୍ଥାନରୁ ବାର କୋଡକୁ ସ୍କାନ୍ କରି ନିର୍ଦ୍ଦିଷ୍ଟ ଗଳି ଓ ଘରେ ପହଁଚିଯିବେ ବୋଲି କୁହାଗଲା। କେବଳ ସେତିକି ନୁହେଁ, ମହାନଗର ନିଗମର ଅନେକ ସେବା ସହଜରେ ଲୋକଙ୍କ ପାଖରେ ପହଁଚିଯିବ ବୋଲି କୁହାଗଲା। କେବଳ ସେତିକି ନୁହେଁ, ଏଥିରେ ସବୁ ଘରୁ ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡ ଲାଇସେନସ ଫି ବି ଆଦାୟ ହୋଇପାରିବ, ବିଏମସିର ରାଜସ୍ବ ବଢ଼ିବ ବୋଲି କୁହାଯାଇଥିଲା। ମାତ୍ର ଏବେ ଦେଖାଯାଉଛି, ତିନି ବର୍ଷ ପରେ ସ୍ମାର୍ଟ ସିଟିର ସ୍ମାର୍ଟ ଆଡ୍ରେସ୍ ଅଚଳ ହୋଇଯାଇଛି।

Advertisment
Smart City Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe