ଫୁଟବଲ ଖେଳ ବେଳେ ମାରିଲା ବିଜୁଳି, ଚାଲିଗଲା ୩ ଜୀବନ

ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ସୁନିଲ ଓରାମ ଓ ବିଶାଳ ବିଲୁଙ୍ଗ।

Odisha

ମୃତକଙ୍କ ପରିଚୟ

Hemant Lenka
  • Published: Sunday, 17 September 2023
  • Updated: 17 September 2023, 09:52 PM IST

Sports

Latest News

ଫୁଟବଲ ଖେଳ ହେଲା କାଳ। ଖେଳ ବେଳେ ଲଗାଣ ବର୍ଷା ଓ ବିଜୁଳି ମାରିବାରୁ ଘଟିଛି ଅଭାବନୀୟ ଘଟଣା। ବିଜୁଳି ମାଡ଼ରେ ଚାଲି ଯାଇଛି ୩ ଜଣଙ୍କ ଜୀବନ। ଆଜି ସନ୍ଧ୍ୟାରେ ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ବିରୁଆଲ ଗାଁ ରେ ଘଟିଛି ଅଘଟଣ। ବଜ୍ରଘାତରେ ଆଉ ୪ ଜଣ ଆହତ ମଧ୍ୟ ହୋଇଛନ୍ତି।

ଆଜି ଗାଁରେ ଫୁଟବଲ ମ୍ୟାଚ୍ ଚାଲିଥିଲା। ଏହି ସମୟରେ ହଠାତ୍ ବର୍ଷା ଓ ବିଜୁଳି ମାରିଥିଲା। ଫଳରେ ଦର୍ଶକ ଓ ଖେଳାଳୀ ମାନେ ଗଛ ତଳେ ଆଶ୍ରୟ ନେଇଥିଲେ। ଏତିକି ବେଳେ ଗଛ ଉପରେ ଜୋରରେ ବିଜୁଳି ମାରିଥିଲା। ଫଳରେ ୭ ଜଣ ଆହତ ହୋଇଥିଲେ। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ଏଠାକୁ ଅଣାଯାଇଥିଲା। କିନ୍ତୁ ସେତେବେଳକୁ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲେ। ଏବେ ଆଉ ୪ ଜଣଙ୍କ ଚିକିତ୍ସା ଚାଲିଛି। 

Also Read

ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ସୁନିଲ ଓରାମ ଓ ବିଶାଳ ବିଲୁଙ୍ଗ। ତିନି ଜଣଙ୍କ ମୃତଦେହ ରାଉରକେଲା ସରକାରୀ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଛି। ମୃତକଙ୍କୁ ମଧ୍ୟରୁ ଜଣଙ୍କ ବୟସ ୧୭, ଆଉ ଜଣଙ୍କର ୧୮ ଓ ତୃତୀୟ ଯୁବକଙ୍କ ବୟସ ୨୬ ବର୍ଷ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story