Advertisment

ପୁରୀ ବେଳାଭୂମିରେ ମଦ କୁଡ଼ିଆ ନିଷ୍ପତ୍ତିକୁ ବିରୋଧ

ବେଳାଭୂମିରେ ଖୋଲାରେ ଛୋଟ ଦୋକାନ କରି ମଦ ବିକ୍ରି ହେବ । ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମାଧ୍ୟମରେ ମଦ କୁଟୀର ବସାଇବାକୁ ଯୋଜନା କରିଛନ୍ତି ସରକାର ।

author-image
Manoj Swain

ବେଳାଭୂମିରେ ଜମିବ ମଦ ଆସର। ମାତାଲ ହେବେ ପର୍ଯ୍ୟଟକ, ସରକାରଙ୍କୁ ମିଳିବ ମୋଟା ଅଙ୍କର ରାଜସ୍ୱ । ମାତାଲ ପରେ ସମୁଦ୍ରକୂଳରେ ଚାଲିବ ଆତଙ୍କରାଜ। ଅସୁରକ୍ଷିତ ବେଳାଭୂମି ହେବ କ୍ରାଇମର ହଟସ୍ପଟ । ଏମିତି କିଛି ପୂର୍ବାନୁମାନ କରି ସମୁଦ୍ରକୂଳରେ ମଦ କୁଡିଆ ଯୋଜନାକୁ ସବୁ ଆଡୁ ଜବରଦସ୍ତ ବିରୋଧ କରାଯାଇଛି । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Puri Shreemandir