ବେଳାଭୂମିରେ ଜମିବ ମଦ ଆସର। ମାତାଲ ହେବେ ପର୍ଯ୍ୟଟକ, ସରକାରଙ୍କୁ ମିଳିବ ମୋଟା ଅଙ୍କର ରାଜସ୍ୱ । ମାତାଲ ପରେ ସମୁଦ୍ରକୂଳରେ ଚାଲିବ ଆତଙ୍କରାଜ। ଅସୁରକ୍ଷିତ ବେଳାଭୂମି ହେବ କ୍ରାଇମର ହଟସ୍ପଟ । ଏମିତି କିଛି ପୂର୍ବାନୁମାନ କରି ସମୁଦ୍ରକୂଳରେ ମଦ କୁଡିଆ ଯୋଜନାକୁ ସବୁ ଆଡୁ ଜବରଦସ୍ତ ବିରୋଧ କରାଯାଇଛି । ଦେଖନ୍ତୁ ପୂରା ରିପୋର୍ଟ ।