Advertisment

'ଓଟିଭି ପରେ ସମ୍ବାଦ ଗ୍ରୁପ୍'

ଆଜି ପର୍ଯ୍ୟନ୍ତ ସୌମ୍ୟ ପଟ୍ଟନାୟକ ସୁନା ପିଲା ଥିଲେ କିନ୍ତୁ ସରକାରଙ୍କ ବିରୋଧରେ ଆଲୋଚନା କରିବା ପରେ ତାଙ୍କ ବିରୋଧରେ ଆରମ୍ଭ କରିଦେଲେ।

author-image
Manoj Swain

ଗଣମାଧ୍ୟମରେ ନିଜର ପ୍ରତିକ୍ରୟା ରଖିଲେ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ରାଜରାମ ଶତପଥୀ। ସରକାରଙ୍କ ବିରୋଧରେ ଆଲୋଚନା କଲେ ନୂଆ ନୂଆ କେସ୍ ଉଦ୍ଭାନ ହେବ। ଆଜି ପର୍ଯ୍ୟନ୍ତ ସୌମ୍ୟ ପଟ୍ଟନାୟକ ସୁନା ପିଲା ଥିଲେ କିନ୍ତୁ ସରକାରଙ୍କ ବିରୋଧରେ ଆଲୋଚନା କରିବା ପରେ ତାଙ୍କ ବିରୋଧରେ ଆରମ୍ଭ କରିଦେଲେ। ଠିକ ଯେମିତି ଅତୀତରେ ସରକାରଙ୍କ ଆକ୍ରୋଶର ଶିକାର ହୋଇଥିଲା ଓଟିଭି । ଯଦି ସରକାରଙ୍କ ବିରୋଧରେ ଆଲୋଚନା କରୁଛନ୍ତି, ତେବେ ଏସବୁକୁ ସାମ୍ନାକୁ କରିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର।

Advertisment
Soumya Ranjan Patnaik Odisha