Advertisment

ଲୁସି ଦାସ ଏସ୍‌ସିବିର ନୂଆ ଡିନ୍ ଓ ଅଧ୍ୟକ୍ଷ

ଲୁସି ଦାସଙ୍କୁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ଅଧୀକ୍ଷକ ଦାୟିତ୍ୱ ତୁଲାଇବାକୁ ମଧ୍ୟ କୁହାଯାଇଛି।

ଅଦ୍ୟତନ ହୋଇଛି
SCB

SCB

Advertisment

କଟକ SCB ମେଡିକାଲ କଲେଜ ଓ ହସ୍‌ପିଟାଲର ନୂଆ ଡିନ୍‌ ଓ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଡାକ୍ତର ଲୁସି ଦାସ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଏଥିସହ ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ଅଧୀକ୍ଷକ ଦାୟିତ୍ୱ ତୁଲାଇବାକୁ ମଧ୍ୟ କୁହାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିବାକୁ ତାଙ୍କୁ କୁହାଯାଇଛି।

Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe