ଜଙ୍ଗଲରେ ଶୁଭୁଛି ପାଉଁଜିର ଶବ୍ଦ || Maa Ugratara : A Story of Blessings || Bhusandpur, Khordha || OR
Advertisment
ଖୋର୍ଦ୍ଧା ଗଡ଼ର ଆରାଧ୍ୟ ଠାକୁରାଣୀ ମା' ଉଗ୍ରତାରା। ପ୍ରତ୍ୟେକ୍ଷ ଠାକୁରାଣୀ । ମା ଉଗ୍ରତାରଙ୍କ ବିଷୟରେ ଏକ ଲୋକକଥା ଅଛି। ମା' କାଳେ ଜଣେ ଶଙ୍ଖାରୀ ଠାରୁ ଚୂଡି ପିନ୍ଧିଥିଲା। ଆଉ ପଇସା ଦେଲା ବେଳକୁ ପୂଜକର ଝିଅ ବୋଲି ପରିଚୟ ଦେଇ ପୂଜକଙ୍କୁ ଧନ୍ୟ କରିଦେଲେ। ଶୁଣନ୍ତୁ ମା'ର ଏହି କିମ୍ବଦନ୍ତୀର କଥା...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us