Advertisment

ସାବଧାନ ! ମାତିଛି ମହାବଳ

ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଛି ମହାବଳ ବାଘ।

author-image
Manoj Swain

ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଛି ମହାବଳ ବାଘ। ତେବେ କିଛି ଦିନ ତଳେ ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଏହି ମହାବଳଟି ଗାଈଗୋରୁ ଶିକାର କରୁଥିବା ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। 

Advertisment
Odisha Gajapati District