Advertisment

ସୁସ୍ଥ ଲୋକଙ୍କୁ ଅସୁସ୍ଥ କରାଇ BSKY କାର୍ଡରେ ଫଟୋ ଲଗାଇଲେ

ଜଣେ ସୁସ୍ଥ ସବଳ ବ୍ୟକ୍ତିଙ୍କୁ ରୋଗୀ ଦର୍ଶାଇ ମିଛ ବାହାବା ନେବା ପାଇଁ ବିଜୁ ସ୍ୱାସ୍ଥ୍ୟକାର୍ଡରେ ଫଟୋ ଲଗାଇଲେ।

author-image
Manoj Swain

ବଡ଼ ଅଜବ ଘଟଣା। ଜଣେ ସୁସ୍ଥ ସବଳ ମହିଳାଙ୍କୁ ରୋଗୀ ଦର୍ଶାଇ ପଞ୍ଚାୟତ ବିକାଶ ପୁସ୍ତିକାରେ ଅପପ୍ରଚାର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଲିଛି ଜୋରଦାର ଚର୍ଚ୍ଚା। ଇଏ ହେଉଛି ସେହି ପୁସ୍ତିକା, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ବାଲେଶ୍ବର ଜିଲ୍ଲା ବିଷ୍ଣୁପୁର ଗ୍ରାମପଞ୍ଚାୟତର ବବିତା ଦାସ କହନ୍ତି, ମୁଁ ଜଣେ ସାଧାରଣ ଗୃହିଣୀ। ମୋର ପିତକୋଶରେ ପଥର ହେବା ଜାଣି ଉପାୟଶୂନ୍ୟ ହୋଇପଡ଼ିଲି। BSKY କାର୍ଡ ଯୋଗୁଁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୋର ମାଗଣା ଚିକିତ୍ସା ହେଲା । ନବୀନ ପଟ୍ଟନାୟକଙ୍କୁ କୋଟି ପ୍ରଣାମ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balasore BSKY