ପତ୍ନୀଙ୍କ ପୀତ କୋଷରେ ପଥର….କେମିତି ଜାଣିଲେ ? | Odisha Reporter
Advertisment
ବଡ଼ ଅଜବ ଘଟଣା। ଜଣେ ସୁସ୍ଥ ସବଳ ମହିଳାଙ୍କୁ ରୋଗୀ ଦର୍ଶାଇ ପଞ୍ଚାୟତ ବିକାଶ ପୁସ୍ତିକାରେ ଅପପ୍ରଚାର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଲିଛି ଜୋରଦାର ଚର୍ଚ୍ଚା। ଇଏ ହେଉଛି ସେହି ପୁସ୍ତିକା, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ବାଲେଶ୍ବର ଜିଲ୍ଲା ବିଷ୍ଣୁପୁର ଗ୍ରାମପଞ୍ଚାୟତର ବବିତା ଦାସ କହନ୍ତି, ମୁଁ ଜଣେ ସାଧାରଣ ଗୃହିଣୀ। ମୋର ପିତକୋଶରେ ପଥର ହେବା ଜାଣି ଉପାୟଶୂନ୍ୟ ହୋଇପଡ଼ିଲି। BSKY କାର୍ଡ ଯୋଗୁଁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୋର ମାଗଣା ଚିକିତ୍ସା ହେଲା । ନବୀନ ପଟ୍ଟନାୟକଙ୍କୁ କୋଟି ପ୍ରଣାମ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us