Advertisment

ଦୁଇବର୍ଷ ହେଲା ଗୁମୁରି କାନ୍ଦୁଛି ମା'

ବହୁଚର୍ଚ୍ଚିତ ମମିତା ମେହେର ଘଟଣାକୁ ଦୁଇ ବର୍ଷ ପୂରିଯାଇଛି ।

author-image
Manoj Swain

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା; CBI ତଦନ୍ତ ଦାବି କଲେ ମମିତା ମେହରଙ୍କ ମା’। କହିଲେ, ଜଣେ ଅଭିଯୁକ୍ତ ତଡ଼ପି, ତଡ଼ପି ମରିଥିବାରୁ ଆମକୁ ଖୁସି ଲାଗୁଛି, ଆଉ ଜଣେ ଅଭିଯୁକ୍ତ ଅଛି, ତାକୁ ଫାଶି ହେବା ଦରକାର। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗତକାଲି ମମିତା ମେହେରଙ୍କ ପରିବାରକୁ ଭେଟିଥିଲେ।

Advertisment
Mamita Mehar Mamita Meher Murder Case Odisha