Advertisment

ପୁଅ-ଝିଅଙ୍କୁ ଭାରରେ ଆଣିଲେ ଶ୍ରୀକ୍ଷେତ୍ର

ମହାପ୍ରଭୁଙ୍କ ଆଶୀର୍ବାଦରୁ ୧୨ଦିନ ପରେ ଆଇସିୟୁରୁ ସୁସ୍ଥ ହୋଇ ଫେରିଆସିଲା ପୁତ୍ର।

author-image
Manoj Swain

ମହାପ୍ରଭୁଙ୍କ ଆଶୀର୍ବାଦରୁ ୧୨ଦିନ ପରେ ଆଇସିୟୁରୁ ସୁସ୍ଥ ହୋଇ ଫେରିଆସିଲା ପୁଅ। ଆଉ ମାନସିକ ରଖିଥିବା ବାପା, ପୁଅ-ଝିଅଙ୍କୁ ଭାରରେ ବୋହି ଆଣି ପୁରୀରେ ଜଗନ୍ନାଥ ଦର୍ଶନ କରାଇଲେ।

Advertisment
Odisha Puri Shreemandir Devotees