ମହାପ୍ରଭୁଙ୍କ ଆଶୀର୍ବାଦରୁ ୧୨ଦିନ ପରେ ଆଇସିୟୁରୁ ସୁସ୍ଥ ହୋଇ ଫେରିଆସିଲା ପୁଅ। ଆଉ ମାନସିକ ରଖିଥିବା ବାପା, ପୁଅ-ଝିଅଙ୍କୁ ଭାରରେ ବୋହି ଆଣି ପୁରୀରେ ଜଗନ୍ନାଥ ଦର୍ଶନ କରାଇଲେ।